ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଇଏନ୍ଏଲଡିର ହରିୟାଣା ମୁଖ୍ୟଙ୍କୁ ଗୁଳିକରି ହତ୍ୟା

ଚଣ୍ଡିଗଡ଼: ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଆଇଏନ୍ଏଲଡି)ର ହରିୟାଣା ମୁଖ୍ୟ ନଫେ ସିଂହ ରାଠିଙ୍କୁ ରବିବାର ହରିୟାଣାର ଝାଜ୍ଜର ଜିଲ୍ଲାରେ ଅଜଣା ଆତତାୟୀ ଗୁଳି କରି ହତ୍ୟା କରିଛନ୍ତିି । ଦଳର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। ପୂର୍ବତନ ବିଧାୟକ ରାଠି ଏକ ଏସୟୁଭିରେ ଯାଉଥିବା ବେଳେ ଝାଜ୍ଜର ଜିଲ୍ଲାର ବାହାଦୂରଗଡ ସହରରେ କିଛି ବ୍ଯକ୍ତି କାରରେ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଆଇଏନ୍ଏଲଡି ନେତା ଅଭୟ ଚୌତାଲା କହିଛନ୍ତି, ଝାଜ୍ଜର ଜିଲ୍ଲାରେ [...]

Admin•ଫେବୃଆରୀ 25, 2024
Share Article:

ଚଣ୍ଡିଗଡ଼: ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଆଇଏନ୍ଏଲଡି)ର ହରିୟାଣା ମୁଖ୍ୟ ନଫେ ସିଂହ ରାଠିଙ୍କୁ ରବିବାର ହରିୟାଣାର ଝାଜ୍ଜର ଜିଲ୍ଲାରେ ଅଜଣା ଆତତାୟୀ ଗୁଳି କରି ହତ୍ୟା କରିଛନ୍ତିି । ଦଳର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି।

ପୂର୍ବତନ ବିଧାୟକ ରାଠି ଏକ ଏସୟୁଭିରେ ଯାଉଥିବା ବେଳେ ଝାଜ୍ଜର ଜିଲ୍ଲାର ବାହାଦୂରଗଡ ସହରରେ କିଛି ବ୍ଯକ୍ତି କାରରେ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ।

ଆଇଏନ୍ଏଲଡି ନେତା ଅଭୟ ଚୌତାଲା କହିଛନ୍ତି, ଝାଜ୍ଜର ଜିଲ୍ଲାରେ ରାଠିଙ୍କୁ ହତ୍ୟା କରାଯାଇଛି। ତାଙ୍କ ଜୀବନ ପ୍ରତି ବିପଦ ଥାଇ ମଧ୍ୟ ସରକାର ତାଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଘଟଣାର ତଦନ୍ତ କରାଯାଉଥିବା ପୋଲିସ କହିଛି।

#Odia#Odisha#News
Share Article:

Related Articles