ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

୨୦ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ଫସିଲେ ଆରଆଇ

କେନ୍ଦୁଝର – ଭିଜିଲାନ୍ସ ଜାଲରେ ଫସିଲେ ବିଲେଇପଦା ରାଜସ୍ୱ ନିରୀକ୍ଷକ। ଜମି ମ୍ୟୁଟେସନ ପାଇଁ ୨୦ ହଜାର ଲାଞ୍ଚ ନେବାବେଳେ ଆରଆଇ ମୀର ମହମ୍ମଦ ଖାନଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କର ସରକାରୀ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ କରିଛି। ତେଲକୋଇର ପୈତୃକ ବାସଭବନ ସମେତ ତିନିଟି ସ୍ଥାନରେ ଚଢ଼ାଉ ହେଉଥିବା ଭିଜିଲାନ୍ସ କହିଛି। ଦେଓଝର ଗ୍ରାମର ଧ୍ରୁବରାଜ ହେମ୍ବ୍ରମଙ୍କ ଜମି ମ୍ୟୁଟେସନ କାମ କରିବା ନିମନ୍ତେ [...]

Admin•ଜାନୁଆରୀ 6, 2024
Share Article:

କେନ୍ଦୁଝର – ଭିଜିଲାନ୍ସ ଜାଲରେ ଫସିଲେ ବିଲେଇପଦା ରାଜସ୍ୱ ନିରୀକ୍ଷକ। ଜମି ମ୍ୟୁଟେସନ ପାଇଁ ୨୦ ହଜାର ଲାଞ୍ଚ ନେବାବେଳେ ଆରଆଇ ମୀର ମହମ୍ମଦ ଖାନଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କର ସରକାରୀ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ କରିଛି। ତେଲକୋଇର ପୈତୃକ ବାସଭବନ ସମେତ ତିନିଟି ସ୍ଥାନରେ ଚଢ଼ାଉ ହେଉଥିବା ଭିଜିଲାନ୍ସ କହିଛି। ଦେଓଝର ଗ୍ରାମର ଧ୍ରୁବରାଜ ହେମ୍ବ୍ରମଙ୍କ ଜମି ମ୍ୟୁଟେସନ କାମ କରିବା ନିମନ୍ତେ ବିଲେଇପଦା ଆରଆଇ ମୀର୍ ମହମ୍ମଦ ଖାନ ୨୦ ହଜାର ଲାଞ୍ଚ ମାଗିଥିଲେ। ଏ ନେଇ ହେମ୍ବ୍ରମ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

#Odia#Odisha#News
Share Article:

Related Articles