ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ନୃପ କରି ବିନୟ ମହାଜନ ଫେରେ । ସାଦର ସକଲ ମାଗନେ ଟେରେ ॥ ଭୂଷନ ବସନ ବାଜି ଗଜ ଦୀହ୍ନେ । ପ୍ରେମ ପୋଷି ଠାଢେ ସବ କୀହ୍ନେ ॥ ଭାବାର୍ଥ :- ରାଜା ଦଶରଥ ବିନୟ ପୂର୍ବକ ଜନକ ପୁରର ସମସ୍ତ ପ୍ରତିଷ୍ଠିତ ମହାଜନଙ୍କୁ ନିଜନିଜ ଘରକୁ ଫେରିଯିବାକୁ କହିଲେ ଏବଂ ପରମ ଆଦରର ସହିତ ମାଗିଯାଚି ବଞ୍ଚୁଥିବା ବଞ୍ଚିତ ମାନଙ୍କୁ ଡକାଇଲେ । ସେମାନଙ୍କୁ ସୁନାର ଗହଣା, [...]

Admin•ଜାନୁଆରୀ 7, 2024
Share Article:

॥ ବାଲ କାଣ୍ଡ ॥

ନୃପ କରି ବିନୟ ମହାଜନ ଫେରେ । ସାଦର ସକଲ ମାଗନେ ଟେରେ ॥ ଭୂଷନ ବସନ ବାଜି ଗଜ ଦୀହ୍ନେ । ପ୍ରେମ ପୋଷି ଠାଢେ ସବ କୀହ୍ନେ ॥

ଭାବାର୍ଥ :- ରାଜା ଦଶରଥ ବିନୟ ପୂର୍ବକ ଜନକ ପୁରର ସମସ୍ତ ପ୍ରତିଷ୍ଠିତ ମହାଜନଙ୍କୁ ନିଜନିଜ ଘରକୁ ଫେରିଯିବାକୁ କହିଲେ ଏବଂ ପରମ ଆଦରର ସହିତ ମାଗିଯାଚି ବଞ୍ଚୁଥିବା ବଞ୍ଚିତ ମାନଙ୍କୁ ଡକାଇଲେ । ସେମାନଙ୍କୁ ସୁନାର ଗହଣା, ବସ୍ତ୍ର-ଲୁଗାପଟା ସହିତ ହାତୀଘୋଡା ଆଦି ଦେଇ ସମସ୍ତଙ୍କୁ ପ୍ରେମ ଓ ଆଦର ର ସହିତ ପରିପୂର୍ଣ୍ଣ କରି ସମ୍ପର୍ଣ୍ଣ କରିଦେଲେ- ଅର୍ଥାତ୍ ଆର୍ଥିକ ରୂପେ ବଳଯୁକ୍ତ ବା ସମ୍ପର୍ଣ୍ଣ କରିଦେଲେ ।

#Odia#Odisha#News
Share Article:

Related Articles