ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗୀତା ଉପଦେଶ: ପରମାତ୍ମାଙ୍କ ଧ୍ୟାନ ମନରେ ସ୍ଥିରତା ଆଣିଥାଏ

ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଯଥାଦୀପୋ ନିବାତସ୍ଥ ନେଙ୍ଗତେ ସୋପମା ସ୍ମୃତା। ଯୋଗୀନୋ ଯତଚିତ୍ତସ୍ୟ ଯୁଞ୍ଜତୋ ଯୋଗମାତ୍ମନ।। ହେ ଅର୍ଜ୍ଜୁନ ! ପବନ ନଥିବା ସ୍ଥାନରେ ରହିଥିବା ଦୀପର ଶିଖା ଯେପରି ଚଞ୍ଚଳ ହୁଏନାହିଁ, ପରମାତ୍ମା ଙ୍କ ଧ୍ୟାନରେ ଲାଗି ରହିଥିବା ଯୋଗୀଙ୍କ ବଶୀଭୂତ ଚିତ୍ତ ଠାରେ ଅତ୍ୟନ୍ତ ବଶୀଭୂତ ହୋଇଥିବା ଚିତ୍ତ୍ୱ ସେହିପରି ସ୍ଥିର ରୁହେ ବୋଲି କୁହାଯାଏ। ( ଗୀତା ୬ଷ୍ଠ [...]

Admin•ଜାନୁଆରୀ 9, 2024
Share Article:

ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଯଥାଦୀପୋ ନିବାତସ୍ଥ ନେଙ୍ଗତେ ସୋପମା ସ୍ମୃତା।
ଯୋଗୀନୋ ଯତଚିତ୍ତସ୍ୟ ଯୁଞ୍ଜତୋ ଯୋଗମାତ୍ମନ।।

ହେ ଅର୍ଜ୍ଜୁନ ! ପବନ ନଥିବା ସ୍ଥାନରେ ରହିଥିବା ଦୀପର ଶିଖା ଯେପରି ଚଞ୍ଚଳ ହୁଏନାହିଁ, ପରମାତ୍ମା ଙ୍କ ଧ୍ୟାନରେ ଲାଗି ରହିଥିବା ଯୋଗୀଙ୍କ ବଶୀଭୂତ ଚିତ୍ତ ଠାରେ ଅତ୍ୟନ୍ତ ବଶୀଭୂତ ହୋଇଥିବା ଚିତ୍ତ୍ୱ ସେହିପରି ସ୍ଥିର ରୁହେ ବୋଲି କୁହାଯାଏ।

( ଗୀତା ୬ଷ୍ଠ ଅ। ୧୮ଶ ଶ୍ଲୋକ )

#Odia#Odisha#News
Share Article:

Related Articles