ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସୋସିଆଲ ମିଡିଆରେ ମା’ ସମଲେଶ୍ବରୀଙ୍କ ମହିମା ବନ୍ଦନା ପୋଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ଲୋକାର୍ପିତ ହେବ ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଯାଇ ପ୍ରକଳ୍ପ ଲୋକାର୍ପଣ କରିବେ । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ବରୀ ମନ୍ଦିରରେ ପହଞ୍ଚିବେ । ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ ସମଲେଶ୍ବରୀଙ୍କ ସମ୍ପର୍କିତ ଏକ ସୁନ୍ଦର ଓ ଭାବପୂର୍ଣ୍ଣ ଭିଡିଓ ଭଜନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସଭିଙ୍କ ଉପରେ ଥାଉ ମାଁ ତୋ ଆଶିଷର ଡୋରୀ, ଜୟ ମାଁ ସମଲେଶ୍ବରୀ ? #SAMALEIProject pic.twitter.com/zfciKj9e48 [...]

Admin•ଜାନୁଆରୀ 27, 2024
Share Article:

ଭୁବନେଶ୍ୱର – ଆଜି ଲୋକାର୍ପିତ ହେବ ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଯାଇ ପ୍ରକଳ୍ପ ଲୋକାର୍ପଣ କରିବେ । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ବରୀ ମନ୍ଦିରରେ ପହଞ୍ଚିବେ । ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ ସମଲେଶ୍ବରୀଙ୍କ ସମ୍ପର୍କିତ ଏକ ସୁନ୍ଦର ଓ ଭାବପୂର୍ଣ୍ଣ ଭିଡିଓ ଭଜନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

#Odia#Odisha#News
Share Article:

Related Articles