ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କ୍ୟାବିନେଟ ବୈଠକ: ଏକାମ୍ର କ୍ଷେତ୍ର ପ୍ରକଳ୍ପ ପାଇଁ ୬୫୬ କୋଟି ୭୩ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟ ଓ କୀର୍ତ୍ତିରାଜି ପୁନଃରୁଦ୍ଧାର କାର୍ଯ୍ୟାନ୍ୱୟନ ଯୋଜନା ( ଏକାମ୍ର କ୍ଷେତ୍ର ଆମେନିଟିଜ୍ ମନ୍ୟୁମେଣ୍ଟସ ରିଭାଇଭଲ୍ ଆକ୍ସନ ପ୍ଲାନ୍ ) ପାଇଁ ୬୫୬ କୋଟି ୭୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ଯୋଜନା ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ କାର୍ଯ୍ୟକାରୀ ହେଉଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସମେତ ଓ ଏହାର ଆଖପାଖରେ ଐତିହ୍ୟ ଗୁଡିକର ପୁନରୁଦ୍ଧାର ଓ ସୁରକ୍ଷା ସହ [...]

Admin•ଫେବୃଆରୀ 12, 2024
Share Article:

ଭୁବନେଶ୍ୱର -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟ ଓ କୀର୍ତ୍ତିରାଜି ପୁନଃରୁଦ୍ଧାର କାର୍ଯ୍ୟାନ୍ୱୟନ ଯୋଜନା ( ଏକାମ୍ର କ୍ଷେତ୍ର ଆମେନିଟିଜ୍ ମନ୍ୟୁମେଣ୍ଟସ ରିଭାଇଭଲ୍ ଆକ୍ସନ ପ୍ଲାନ୍ ) ପାଇଁ ୬୫୬ କୋଟି ୭୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ଯୋଜନା ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ କାର୍ଯ୍ୟକାରୀ ହେଉଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସମେତ ଓ ଏହାର ଆଖପାଖରେ ଐତିହ୍ୟ ଗୁଡିକର ପୁନରୁଦ୍ଧାର ଓ ସୁରକ୍ଷା ସହ ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟରେ ଏକାମ୍ର କ୍ଷେତ୍ରର ଯୋଜନାର ପରିକଳ୍ପନା କରାଯାଇଥିଲା।

#Odia#Odisha#News
Share Article:

Related Articles