ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଶ୍ରୀରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ଏକ ବାତ ନହିଂ ମୋହି ସୋହାନୀ । ଜଦପି ମୋହ ବସ କହେହୁ ଭବାନୀ ॥ ତୁହ୍ମ ଜୋ କହା ରାମ କୋଉ ଆନା । ଜେହି ଶୃତି ଗାବ ଧରହିଂ ମୁନି ଧ୍ୟାନା ॥ ଭାବାର୍ଥ :- ପରନ୍ତୁ ହେ ପାର୍ବତୀ ! ତୁମର ଗୋଟିଏ ପଦ କଥା ମୋତେ ଠିକ୍ ଲାଗିଲା ନାହିଁ, ଯଦିଓ ଯାଣିଛି ଏହା ତୁମେ ଅଜ୍ଞାନତା ରୂପକ ମୋହର ବଶବର୍ତ୍ତୀ ହୋଇ କହିଛ । [...]

Admin•ଫେବୃଆରୀ 27, 2024
Share Article:

॥ ବାଲ କାଣ୍ଡ ॥

ଏକ ବାତ ନହିଂ ମୋହି ସୋହାନୀ ।
ଜଦପି ମୋହ ବସ କହେହୁ ଭବାନୀ ॥
ତୁହ୍ମ ଜୋ କହା ରାମ କୋଉ ଆନା ।
ଜେହି ଶୃତି ଗାବ ଧରହିଂ ମୁନି ଧ୍ୟାନା ॥

ଭାବାର୍ଥ :- ପରନ୍ତୁ ହେ ପାର୍ବତୀ ! ତୁମର ଗୋଟିଏ ପଦ କଥା ମୋତେ ଠିକ୍ ଲାଗିଲା ନାହିଁ, ଯଦିଓ ଯାଣିଛି ଏହା ତୁମେ ଅଜ୍ଞାନତା ରୂପକ ମୋହର ବଶବର୍ତ୍ତୀ ହୋଇ କହିଛ । ତୁମେ ଯେପରି କହିଲ କି ସେ ରାମ ଆଉ କିଏ ନା ଯାହାଙ୍କୁ ବେଦରେ ବନ୍ଦନା କରାଯାଇଛି ଆଉ ମୁନୀଗଣ ଯାହାର ଧ୍ୟାନ ଧାରଣା କରିଥାଆନ୍ତି ।

#Odia#Odisha#News
Share Article:

Related Articles