ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ସବୁ ସମାଜୁ ଏହି ଭାଁତି ବନାଈ । ଜନକ ଅବଧପୁର ଦୀହ୍ନ ପଠାଈ ॥ ଚଲିହି ବରାତ ସୁନତ ସବ ରାନୀଂ । ବିକଲ ମୀନଗନ ଜନୁ ଲଘୁ ପାନୀଂ ॥ ଭାବାର୍ଥ :- ରାଜା ଜନକ ଏହି ପ୍ରକାରେ ସମସ୍ତ ଉପହାର ବସ୍ତୁ ଗୁଡିକୁ ସଜାଇ ଦେଇ ଅଯୋଧ୍ୟା ପୁରୀକୁ ପଠାଇ ଦେଲେ । ବରଯାତ୍ରୀ ମାନେ ଏବେ ଚାଲିଯିବେ ଶୁଣି ସବୁ ରାଣୀ ମାନେ ଏପରି ବ୍ୟଥିତ ହୋଇଗଲେ, [...]

Admin•ଫେବୃଆରୀ 28, 2024
Share Article:

॥ ବାଲ କାଣ୍ଡ ॥

ସବୁ ସମାଜୁ ଏହି ଭାଁତି ବନାଈ । ଜନକ ଅବଧପୁର ଦୀହ୍ନ ପଠାଈ ॥

ଚଲିହି ବରାତ ସୁନତ ସବ ରାନୀଂ । ବିକଲ ମୀନଗନ ଜନୁ ଲଘୁ ପାନୀଂ ॥

ଭାବାର୍ଥ :- ରାଜା ଜନକ ଏହି ପ୍ରକାରେ ସମସ୍ତ ଉପହାର ବସ୍ତୁ ଗୁଡିକୁ ସଜାଇ ଦେଇ ଅଯୋଧ୍ୟା ପୁରୀକୁ ପଠାଇ ଦେଲେ । ବରଯାତ୍ରୀ ମାନେ ଏବେ ଚାଲିଯିବେ ଶୁଣି ସବୁ ରାଣୀ ମାନେ ଏପରି ବ୍ୟଥିତ ହୋଇଗଲେ, ଯେପରି ମାଛ ଅଳ୍ପ ପାଣିରେ ଛଟପଟ ହେଉଛନ୍ତି ।

#Odia#Odisha#News
Share Article:

Related Articles