ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜିଠୁ କେନ୍ଦ୍ରାପଡା ଜିଲ୍ଲା ଦେଇ ଗଡିବ ପ୍ରଥମ ପାସେଞ୍ଜର ଟ୍ରେନ

ଭୁବନେଶ୍ୱର – ଆଜିଠୁ କେନ୍ଦ୍ରାପଡା ଜିଲ୍ଲା ଦେଇ ଗଡିବ ପ୍ରଥମ ପାସେଞ୍ଜର ଟ୍ରେନ। ହରିଦାସପୁର- ପାରାଦ୍ୱୀପ -ଟ୍ରାକରେ ଗଡ଼ିବ ପାସେଞ୍ଜର ଟ୍ରେନ୍। ଆଜି ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାସେଞ୍ଜର ଟ୍ରେନକୁ ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରିବେ । ଦିନକ ତଳେ ଏହି ରୁଟରେ ହୋଇଥିଲା ଟ୍ରାଏଲ୍ ରନ୍। ରବିବାର ଦିନ ରେଲୱେ ସେଫଟି କମିଶନ୍ ର ଏକ ବିଶେଷଜ୍ଞ ଟିମ କେନ୍ଦ୍ରାପଡ଼ା ଯାଇ ରେଳଲାଇନ୍ ଯାଞ୍ଚ କରିବା ସହ ପରୀକ୍ଷାମୂଳକ ଭାବେ [...]

Admin•ମାର୍ଚ୍ଚ 5, 2024
Share Article:

ଭୁବନେଶ୍ୱର – ଆଜିଠୁ କେନ୍ଦ୍ରାପଡା ଜିଲ୍ଲା ଦେଇ ଗଡିବ ପ୍ରଥମ ପାସେଞ୍ଜର ଟ୍ରେନ। ହରିଦାସପୁର- ପାରାଦ୍ୱୀପ -ଟ୍ରାକରେ ଗଡ଼ିବ ପାସେଞ୍ଜର ଟ୍ରେନ୍। ଆଜି ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାସେଞ୍ଜର ଟ୍ରେନକୁ ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରିବେ ।

ଦିନକ ତଳେ ଏହି ରୁଟରେ ହୋଇଥିଲା ଟ୍ରାଏଲ୍ ରନ୍। ରବିବାର ଦିନ ରେଲୱେ ସେଫଟି କମିଶନ୍ ର ଏକ ବିଶେଷଜ୍ଞ ଟିମ କେନ୍ଦ୍ରାପଡ଼ା ଯାଇ ରେଳଲାଇନ୍ ଯାଞ୍ଚ କରିବା ସହ ପରୀକ୍ଷାମୂଳକ ଭାବେ ଏକ ପାସେଞ୍ଜର ଟ୍ରେନର ଟ୍ରାଏଲ୍ ରନ୍ କରାଇଥିଲେ।

#Odia#Odisha#News
Share Article:

Related Articles