ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବଡ଼ ଦେଉଳରେ ପୁଣି ଖସିଲା ପଥର

ପୁରୀ – ବଡ ଦେଉଳରେ ପୁଣି ଖସିଲା ପଥର । ଆଜି ବିମଳା ମନ୍ଦିର ନିକଟ ବରାହ ମନ୍ଦିରରୁ ଏକ ପଥର ଖସିଥିବା ସୂଚନା ମିଳିଛି। ଖସିଥିବା ପଥର ୫ ଇଞ୍ଚ ଓସାର ଓ ୧୦ଇଞ୍ଚ ଲମ୍ବ । ସୈାଭାଗ୍ୟବଶତଃ ପଥର ଖସିବା ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା- ଏଏସଆଇ ପକ୍ଷରୁ ପଥରକୁ ସଂଗ୍ରହ କରାଯାଇଛି ।

Admin•ମାର୍ଚ୍ଚ 9, 2024
Share Article:

#Odia#Odisha#News
Share Article:

Related Articles