ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ୱର – ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ଅଦଳବଦଳ ପ୍ରକ୍ରିୟାରେ ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନରୁ ନୂଆ ଅତିଥି ଆସିବେ ନନ୍ଦନକାନନ । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦିତ ପଶୁପକ୍ଷୀ ଅଦଳବଦଳରେ ୨ଟି ଗାଙ୍ଗେୟ ସଫ୍ଟସେଲ କଇଁଛ, ୨ଟି ଗ୍ରେଟ ହ୍ୱାଇଟ ପେଲିକାନ, ୨ଟି ହିମାଲୟନ ଶାଗୁଣା, ୨ଟି ବଡ ଆଡଜୁଟାଣ୍ଟ ଷ୍ଟର୍କ ଆସାମରୁ ନନ୍ଦନକାନନକୁ ଅଣାଯିବ । ପଶୁ ସଂଗ୍ରହରେ ୨ ନୂଆ ପ୍ରଜାତି ସାମିଲ ହେବ । ଏହା [...]

Admin•ମାର୍ଚ୍ଚ 12, 2024
Share Article:

ଭୁବନେଶ୍ୱର – ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ଅଦଳବଦଳ ପ୍ରକ୍ରିୟାରେ ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନରୁ ନୂଆ ଅତିଥି ଆସିବେ ନନ୍ଦନକାନନ । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦିତ ପଶୁପକ୍ଷୀ ଅଦଳବଦଳରେ ୨ଟି ଗାଙ୍ଗେୟ ସଫ୍ଟସେଲ କଇଁଛ, ୨ଟି ଗ୍ରେଟ ହ୍ୱାଇଟ ପେଲିକାନ, ୨ଟି ହିମାଲୟନ ଶାଗୁଣା, ୨ଟି ବଡ ଆଡଜୁଟାଣ୍ଟ ଷ୍ଟର୍କ ଆସାମରୁ ନନ୍ଦନକାନନକୁ ଅଣାଯିବ । ପଶୁ ସଂଗ୍ରହରେ ୨ ନୂଆ ପ୍ରଜାତି ସାମିଲ ହେବ । ଏହା ବଦଳରେ ଆସାମକୁ ନନ୍ଦନକାନନରୁ ୨ଟି ପେଣ୍ଟେଡ ଷ୍ଟର୍କ, ଗୋଟିଏ ମାଣ୍ଡାରିନ ବତକ, ୨ଟି ସ୍ପଟ ବିଲ୍ଡ ପେଲିକାନ , ବ୍ଲାକ ବକ୍ , ୧୦ଟି ବ୍ୟାକ୍ ହେଡେଡ୍ ଇବିସ । ଏଥିପାଇଁ ଏକ ୫ ଜଣିଆ ଟିମ୍ ମଙ୍ଗଳବାର ଆସାମ ଯାଉଛନ୍ତି । ୨୧ ମାର୍ଚ୍ଚ ସୁଦ୍ଧା ସମସ୍ତ ଜୀବ ନନ୍ଦନକାନନରେ ପହଞ୍ଚିଯିବେ ।

#Odia#Odisha#News
Share Article:

Related Articles