ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବ୍ରହ୍ମପୁର ଓ ଖୋର୍ଦ୍ଧାରେ ନୂଆ ଏସପି ନିଯୁକ୍ତ

ଭୁବନେଶ୍ୱର – ଓଡ଼ିଶାରେ ସାଧାରଣ ଓ ବିଧାନସଭା ନିର୍ବାଚନ ସମ୍ପର୍କିତ ଆଇପିଏସ ଅଫିସର ବଦଳ ପ୍ରକ୍ରିୟା ସ୍ୱରୂପ ନିର୍ବାଚନ କମିଶନ ଆଇପିଏସ ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁରର ନୂଆ ଏସପି ଭାବେ ନିଯୁକ୍ତ ଦେଇଛନ୍ତି। ସେ ଶ୍ରବଣ ବିବେକ ଏମ୍. ଙ୍କ ସ୍ଥାନରେ ବ୍ରହ୍ମପୁର ଏସପି ଭାବେ ନିଯୁକ୍ତ ହୋଇଛନ୍ତି। ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସପି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Admin•ଅପ୍ରେଲ 8, 2024
Share Article:

#Odia#Odisha#News
Share Article:

Related Articles