ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଭିଜିଲାନ୍ସ ଜାଲରେ ଧରାପଡିଲେ ବିଇଓ କାର୍ଯ୍ୟାଳୟର ବରିଷ୍ଠ ଲାଞ୍ଚୁଆ କିରାଣି

ବୌଦ୍ଧ – ଲାଞ୍ଚ ନେଇ ଧରାପଡିଲେ ବୋୖଦ୍ଧ ଜିଲ୍ଲା ହରଭଙ୍ଗା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି । ଏକ ପ୍ରଶାସନିକ କାମ ପାଇଁ ବିଇଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ରନାଥ ପାଢ଼ୀ ଜଣେ ଶିକ୍ଷକଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତିରେ ରବୀନ୍ଦ୍ରନାଥ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ତାଙ୍କୁ ମାଡି ବସିଥିଲେ ଭିଜିଲାନ୍ସ କର୍ମଚାରୀ । ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ରବୀନ୍ଦ୍ରନାଥଙ୍କ ବୁଟୁପାଲି ସ୍ଥିତ [...]

Admin•ଅପ୍ରେଲ 19, 2024
Share Article:

ବୌଦ୍ଧ – ଲାଞ୍ଚ ନେଇ ଧରାପଡିଲେ ବୋୖଦ୍ଧ ଜିଲ୍ଲା ହରଭଙ୍ଗା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି । ଏକ ପ୍ରଶାସନିକ କାମ ପାଇଁ ବିଇଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ରନାଥ ପାଢ଼ୀ ଜଣେ ଶିକ୍ଷକଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତିରେ ରବୀନ୍ଦ୍ରନାଥ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ତାଙ୍କୁ ମାଡି ବସିଥିଲେ ଭିଜିଲାନ୍ସ କର୍ମଚାରୀ । ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ରବୀନ୍ଦ୍ରନାଥଙ୍କ ବୁଟୁପାଲି ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ। ଏହି ଘଟଣାରେ ହରଭଙ୍ଗା ବ୍ଲକ ଶିକ୍ଷାଅଧିକାରୀ ଅଜୟ କୁମାର ଲୋହାଙ୍କୁ ଭିଜିଲାନ୍ସ ଅଟକ ରଖି ଫୁଲବାଣୀ ଭିଜିଲାନ୍ସ ଅଫିସରେ ପଚରାଉଚରା କରିଛି ।

#Odia#Odisha#News
Share Article:

Related Articles