ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଜୁନ ୧୫ ଯାଏଁ ସ୍କୁଲ ଛୁଟି ଫେକ୍ ନ୍ୟୁଜ : ରାଜ୍ୟ ସରକାର

ଭୁବନେଶ୍ୱର – ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୁନ ୧୫ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି ବୋଲି ପ୍ରସାରିତ ଖବର ମିଥ୍ୟା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ର‌ସାରିତ ହୋଇଥିବା ଖବର ମିଥ୍ୟା ବୋଲି କୁହାଯାଇଛି । ଏଭଳି ଫେକ୍ ନ୍ୟୁଜ ପ୍ରସାରିତ କରି ସାଧାରଣରେ ବିଭ୍ରାନ୍ତ ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Admin•ଅପ୍ରେଲ 19, 2024
Share Article:

#Odia#Odisha#News
Share Article:

Related Articles