ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବିଜେପି ଛାଡିଥିବା ନେତା କଂଗ୍ରେସର କାକଟପୁର ଆସନରୁ ପ୍ରାର୍ଥୀ

ଭୁବନେଶ୍ବର – କାକଟପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ବିଶ୍ୱଭୂଷଣ ଦାସଙ୍କୁ କାକଟପୁର ଆସନରେ ପ୍ରାର୍ଥୀ କରିଛି ଦଳ । ବିଶ୍ୱଭୂଷଣ ଦାସ ୨୦୧୯ ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିଲେ । ଗତ ନିର୍ବାଚନରେ ସେ ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ହେଲେ ଏଥର ବିଜେପି ତାଙ୍କୁ ଟିକଟ ନଦେବାରୁ ସେ କଂଗ୍ରେସର ହାତ ଧରିଥିଲେ ।

Admin•ଅପ୍ରେଲ 30, 2024
Share Article:

#Odia#Odisha#News
Share Article:

Related Articles