ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଭୁବନେଶ୍ୱର – ନବଗଠିତ ବିଧାନସଭାର ବିଧାୟକମାନଙ୍କୁ ଶପଥ ପାଠ କରାଇବା ପାଇଁ ପ୍ରୋଟେମ ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଥିବା ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଜି ଶପଥ ନେଇଛନ୍ତି। ରାଜ୍ୟପାଳ ରଘୁବର ଦାସ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଶପଥ ପାଠ କରାଇଥିଲେ। ଚଳିତମାସ ୧୭ ଓ ୧୮ ତାରିଖରେ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ପ୍ରୋଟେମ ସ୍ପିକର । ଏଥିସହ ୨୦ ତାରିଖରେ ନୂଆ ବାଚସ୍ପତି ନିର୍ବାଚନ ପରିଚାଳନା କରିବେ ପ୍ରୋଟେମ [...]

Admin•ଜୁନ 14, 2024
Share Article:

ଭୁବନେଶ୍ୱର – ନବଗଠିତ ବିଧାନସଭାର ବିଧାୟକମାନଙ୍କୁ ଶପଥ ପାଠ କରାଇବା ପାଇଁ ପ୍ରୋଟେମ ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଥିବା ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଜି ଶପଥ ନେଇଛନ୍ତି। ରାଜ୍ୟପାଳ ରଘୁବର ଦାସ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଶପଥ ପାଠ କରାଇଥିଲେ। ଚଳିତମାସ ୧୭ ଓ ୧୮ ତାରିଖରେ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ପ୍ରୋଟେମ ସ୍ପିକର । ଏଥିସହ ୨୦ ତାରିଖରେ ନୂଆ ବାଚସ୍ପତି ନିର୍ବାଚନ ପରିଚାଳନା କରିବେ ପ୍ରୋଟେମ ସ୍ପିକର।

#Odia#Odisha#News
Share Article:

Related Articles