ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗୀତା ଉପଦେଶ: ଅବିନାଶି ଆତ୍ମାକୁ କେହି ନଷ୍ଟ କରି ପାରିବେ ନାହିଁ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆତ୍ମାର ପ୍ରକୃତ ସ୍ୱରୂପ ବିଷୟରେ କହୁଛନ୍ତି- ଅବିନାଶି ତୁ ତଦ୍‌ବିଦ୍ଧି ଯେନ ସର୍ବମିଦଂ ତତମ୍ । ବିନାଶମବ୍ୟୟସ୍ୟାସ୍ୟ ନ କଶ୍ମିତ୍‌କର୍ତୁମର୍ହତି। ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ଆତ୍ମା ଶରୀରରେ ବ୍ୟାପ୍ତ ରହିଛନ୍ତି। ଆତ୍ମା ର ଚୈତନ୍ୟ ଅଛି। ଶରୀର ଜଡ ପଦାର୍ଥ ଦ୍ଵାରା ଗଠିତ ତେଣୁ ତାହାର ଚେତନା ନାହିଁ। ଆତ୍ମା ଅବିନାଶି ଅଟେ। ସେହି ଅକ୍ଷୟ ଆତ୍ମା କୁ କେହି ନଷ୍ଟ କରି ପାରିବେ ନାହିଁ।

Admin•ଜୁଲାଇ 5, 2024
Share Article:

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆତ୍ମାର ପ୍ରକୃତ ସ୍ୱରୂପ ବିଷୟରେ କହୁଛନ୍ତି-

ଅବିନାଶି ତୁ ତଦ୍‌ବିଦ୍ଧି ଯେନ ସର୍ବମିଦଂ ତତମ୍ । ବିନାଶମବ୍ୟୟସ୍ୟାସ୍ୟ ନ କଶ୍ମିତ୍‌କର୍ତୁମର୍ହତି।

ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ଆତ୍ମା ଶରୀରରେ ବ୍ୟାପ୍ତ ରହିଛନ୍ତି। ଆତ୍ମା ର ଚୈତନ୍ୟ ଅଛି। ଶରୀର ଜଡ ପଦାର୍ଥ ଦ୍ଵାରା ଗଠିତ ତେଣୁ ତାହାର ଚେତନା ନାହିଁ। ଆତ୍ମା ଅବିନାଶି ଅଟେ। ସେହି ଅକ୍ଷୟ ଆତ୍ମା କୁ କେହି ନଷ୍ଟ କରି ପାରିବେ ନାହିଁ।

#Odia#Odisha#News
Share Article:

Related Articles