ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗୀତା ଉପଦେଶ:- ସମଦର୍ଶୀ ଯୋଗୀ ମୋତେ ସର୍ବତ୍ର ଅନୁଭବ କରିବା ସହିତ ଅଚିରେ ମୋ ସଙ୍ଗ ଲାଭ କରିଥାଏ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଧ୍ଯାନଯୋଗ ସମ୍ଭନ୍ଧ ରେ ବୁଝାଇ କହୁଛନ୍ତି:- ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି। ଇକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ ॥ ଭଗବାନ କହୁଛନ୍ତି :- ଧ୍ଯାନଯୋଗରେ ଯୁକ୍ତ ଯୋଗୀ ନିଜ ସ୍ବରୂପକୁ ସମସ୍ତଙ୍କଠାରେ ଏବଂ ସମସ୍ତଙ୍କୁ ନିଜ ସ୍ବରୂପରେ ଦେଖିଥାନ୍ତି । ପକ୍ଷାନ୍ତରେ ତାଙ୍କୁ ସମଦର୍ଶୀ ଯୋଗୀ କୁହାଯାଇଥାଏ।

Admin•ଜୁଲାଇ 14, 2024
Share Article:

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଧ୍ଯାନଯୋଗ ସମ୍ଭନ୍ଧ ରେ ବୁଝାଇ କହୁଛନ୍ତି:-

ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି। ଇକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ ॥

ଭଗବାନ କହୁଛନ୍ତି :- ଧ୍ଯାନଯୋଗରେ ଯୁକ୍ତ ଯୋଗୀ ନିଜ ସ୍ବରୂପକୁ ସମସ୍ତଙ୍କଠାରେ ଏବଂ ସମସ୍ତଙ୍କୁ ନିଜ ସ୍ବରୂପରେ ଦେଖିଥାନ୍ତି । ପକ୍ଷାନ୍ତରେ ତାଙ୍କୁ ସମଦର୍ଶୀ ଯୋଗୀ କୁହାଯାଇଥାଏ।

#Odia#Odisha#News
Share Article:

Related Articles