ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଭିନେଶ ନିରାଶ, ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ବିରୋଧରେ ଆବେଦନ ‘କାସ୍’ରେ ଖାରଜ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ କୁସ୍ତି ଇଭେଣ୍ଟର ସ୍ବର୍ଣ୍ଣ ପଦକ ମ୍ୟାଚ୍ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗେଟଙ୍କ ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ୍ (କାସ୍) ବୁଧବାର ଖାରଜ କରିଦେଇଛନ୍ତି | ଫଳରେ ଭିନେଶଙ୍କୁ ନିରାଶ ହେବାକୁ ପଡ଼ିଛି। ଅଧିକ ଓଜନ କାରଣରୁ ଫାଇନାଲ ପୂର୍ବରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାକୁ ସେ ସ୍ଵିଜରଲାଣ୍ଡ ସ୍ଥିତ ‘କାସ୍’ ରେ [...]

Admin•ଅଗଷ୍ଟ 14, 2024
Share Article:

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ କୁସ୍ତି ଇଭେଣ୍ଟର ସ୍ବର୍ଣ୍ଣ ପଦକ ମ୍ୟାଚ୍ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗେଟଙ୍କ ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ୍ (କାସ୍) ବୁଧବାର ଖାରଜ କରିଦେଇଛନ୍ତି | ଫଳରେ ଭିନେଶଙ୍କୁ ନିରାଶ ହେବାକୁ ପଡ଼ିଛି। ଅଧିକ ଓଜନ କାରଣରୁ ଫାଇନାଲ ପୂର୍ବରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାକୁ ସେ ସ୍ଵିଜରଲାଣ୍ଡ ସ୍ଥିତ ‘କାସ୍’ ରେ ଚ୍ୟାଲେଞ୍ଜ କରିଥିଲେ | ତାଙ୍କୁ ଅତିକମରେ ରୌପ୍ୟ ପଦକ ଦିଆଯାଉ ବୋଲି ଭିନେଶ ଦାବି କରିଥିଲେ।

#Odia#Odisha#News
Share Article:

Related Articles