ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପରିସର ତାଲିକା ଭୁକ୍ତ ଆଇନଜିବୀ ମାନଙ୍କ ଦୁଇ ଦିନିଆ ତାଲିମ ଶିବିର

ବଲାଙ୍ଗିର: ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଏବଂ ଜିଲ୍ଲା ନ୍ୟାୟାଧୀଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ଼ ପବିତ୍ର ମୋହନ ସାମଲ ତତ୍ୱାବଧାନରେ ପ୍ରାଧିକରଣ ସଭା ଗୃହ ଠାରେ ପ୍ରାଧିକରଣର ତାଲିକା ଭୁକ୍ତ ଆଇନିଜୀବି ମାନଙ୍କ ପାଇଁ ଏକ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏହି ତାଲିମ ଶିବିର ରେ ଭିଜିଲାନ୍ସ କୋର୍ଟ ଜଜ ମଳୟ ରଞ୍ଜନ ଦାସ , ଫ୍ୟାମିଲି କୋର୍ଟ ଜଜ ବିକ୍ରମ [...]

Admin•ଅଗଷ୍ଟ 30, 2024
Share Article:

ବଲାଙ୍ଗିର: ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଏବଂ ଜିଲ୍ଲା ନ୍ୟାୟାଧୀଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ଼ ପବିତ୍ର ମୋହନ ସାମଲ ତତ୍ୱାବଧାନରେ ପ୍ରାଧିକରଣ ସଭା ଗୃହ ଠାରେ ପ୍ରାଧିକରଣର ତାଲିକା ଭୁକ୍ତ ଆଇନିଜୀବି ମାନଙ୍କ ପାଇଁ ଏକ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏହି ତାଲିମ ଶିବିର ରେ ଭିଜିଲାନ୍ସ କୋର୍ଟ ଜଜ ମଳୟ ରଞ୍ଜନ ଦାସ , ଫ୍ୟାମିଲି କୋର୍ଟ ଜଜ ବିକ୍ରମ କେଶରୀ ପଟ୍ଟନାୟକ , ଅତିରିକ୍ତ ଜିଲ୍ଲା ଜଜ ହିମାଂଶୁ ଶେଖର ସିଂହ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପବିତ୍ରାନନ୍ଦ ପ୍ରଧାନ , ସିଭିଲ ଜଜ କୁନମୁନ ଆଚାର୍ଯ୍ୟ, ସିଭିଲ ଜଜ ସୁମିତ କୁମାର ପାଣିଗ୍ରାହୀ , ବରିଷ୍ଠ ଓକିଲ ପ୍ରମୋଦ କୁମାର ମିଶ୍ର ଯୋଗ ଦେବା ସହ ପ୍ରାଧିକରଣ ତାଲିକା ଭୁକ୍ତ ଆଇନଜିବି ମାନଙ୍କୁ ବିଭିନ୍ନ ଆଇନ ସମ୍ଭନ୍ଧରେ ପ୍ରଶିକ୍ଷଣ ଦେଇଥିଲେ ।

#Odia#Odisha#News
Share Article:

Related Articles