ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଶା

ଜନଜାତି ସଂଗ୍ରହାଳୟରେ ଦର୍ଶକମାନଙ୍କ ଭର୍ଚୁଆଲ୍ ଟୁର

ଭୁବନେଶ୍ୱର : ରାଜଧାନୀର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଦର୍ଶକମାନଙ୍କ ପାଇଁ ଭର୍ଚୁଆଲ୍ ଟୁର ବ୍ୟବସ୍ଥା ଜାରି ରହିଛି । ଏହି ମାସ ୨ ତାରିଖରୁ ଆରମ୍ଭ ହୋଇଛି ଭର୍ଚୁଆଲ୍ ଟୁର ବ୍ୟବସ୍ଥା । ରାଜ୍ୟର ଏହି ଅନନ୍ୟ ସଂଗ୍ରହାଳୟରେ ବିଭିନ୍ନ ଜନଜାତି ସଂପ୍ରଦାୟର ଜୀବନଶୈଳୀ, ସଂସ୍କୃତି ଓ ସେମାନଙ୍କ ବ୍ୟବହୃତ ସାମଗ୍ରୀ ପ୍ରଦର୍ଶିତ ହେଉଛି । ରବିବାର ( ୨୩ ତାରିଖରେ [...]

Admin•ଅଗଷ୍ଟ 22, 2020
Share Article:
ଜନଜାତି ସଂଗ୍ରହାଳୟରେ ଦର୍ଶକମାନଙ୍କ ଭର୍ଚୁଆଲ୍ ଟୁର

ଭୁବନେଶ୍ୱର : ରାଜଧାନୀର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଦର୍ଶକମାନଙ୍କ ପାଇଁ ଭର୍ଚୁଆଲ୍ ଟୁର ବ୍ୟବସ୍ଥା ଜାରି ରହିଛି । ଏହି ମାସ ୨ ତାରିଖରୁ ଆରମ୍ଭ ହୋଇଛି ଭର୍ଚୁଆଲ୍ ଟୁର ବ୍ୟବସ୍ଥା ।

ରାଜ୍ୟର ଏହି ଅନନ୍ୟ ସଂଗ୍ରହାଳୟରେ ବିଭିନ୍ନ ଜନଜାତି ସଂପ୍ରଦାୟର ଜୀବନଶୈଳୀ, ସଂସ୍କୃତି ଓ ସେମାନଙ୍କ ବ୍ୟବହୃତ ସାମଗ୍ରୀ ପ୍ରଦର୍ଶିତ ହେଉଛି । ରବିବାର ( ୨୩ ତାରିଖରେ ) ଦର୍ଶକମାନେ ଉଚ୍ଚ ଗୋନାସିକା ପାର୍ବତ୍ୟାଚଂଳର ଜୁଆଙ୍ଗ ପୀଠରେ ବସବାସ କରୁଥିବା ଜୁଆଙ୍ଗମାନଙ୍କ ଜୀବନଶୈଳୀ ଓ ସଂସ୍କୃତି ଦେଖିପାରିବେ ।

ସରକାରଙ୍କ ୫-ଟି ପଦକ୍ଷେପ ସ୍ୱରୂପ ଦର୍ଶକମାନଙ୍କ ପାଇଁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ ର ବ୍ୟବସ୍ଥା କରାଯାଇଛି । ଏହି ଭର୍ଚୁଆଲ ଟୁର୍ କାର୍ଯ୍ୟକ୍ରମ ୧୪ ସପ୍ତାହ ଧରି ଚାଲିବ ।

#Odisha#Featured
Share Article:

Related Articles

Newsroom•ସେପ୍ଟେମ୍ବର 22, 2026
Odisha Govt Transfers 4 IPS Officers
Newsroom•ସେପ୍ଟେମ୍ବର 21, 2026
Odisha Final Electoral Roll Published With 3.16 Crore Electors
Newsroom•ସେପ୍ଟେମ୍ବର 21, 2026
Ganjam Steps Up Preparedness as Deep Depression Threatens Heavy Rainfall; Red Warning for Sept 23-24