ଗୀତା ମହାତ୍ମ୍ୟ: ଆଚାର୍ଯ୍ୟା ପିତରଃ ପୁତ୍ରା ସ୍ତଥଇବ ଚ ପିତାମହଃ। ମାତୁଲାହଃ ଶ୍ୱଶୁରଃ ପୌତ୍ରା ଶ୍ୟାଲାହଃ ସମ୍ବନ୍ଧୀ ନସ୍ତଥା ।।

ଗୀତା ମହାତ୍ମ୍ୟ: ଆଚାର୍ଯ୍ୟା ପିତରଃ ପୁତ୍ରା ସ୍ତଥଇବ ଚ ପିତାମହଃ। ମାତୁଲାହଃ ଶ୍ୱଶୁରଃ ପୌତ୍ରା ଶ୍ୟାଲାହଃ ସମ୍ବନ୍ଧୀ ନସ୍ତଥା ।।

ଅର୍ଜୁନ କହିଲେ : ହେ କୃଷ୍ଣ ! ମୋ ସମ୍ମୁଖରେ ଗୁରୁବୃନ୍ଦ, ପିତୃଗଣ, ପୁତ୍ରଗଣ, ଏବଂ ସେହିପରି ପିତାମହଃ, ମାମୁମାନେ, ଶ୍ୱଶୁର ମାନେ, ନାତି ମାନେ, ଶାଳକ ତଥା ଅନ୍ୟ ସମ୍ବନ୍ଧୀୟ ମାନେ ଉପସ୍ଥିତ ଅଛନ୍ତି।

( ଗୀତା ୧ମ ଅ। ୩୪ଶ ଶ୍ଳୋକ )

Comments are closed.