ରାଜ୍ୟ ସରକାରୀ କର୍ମଚାରୀଙ୍କ ଏନପିଏସ ଅର୍ଥ ବୃଦ୍ଧି ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର – ରାଜ୍ୟ ସରକାରୀ କର୍ମଚାରୀଙ୍କ ଏନପିଏସ ଅର୍ଥ ବୃଦ୍ଧି ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏଣିକି ପ୍ରତି କର୍ମଚାରୀଙ୍କ ଏନପିଏସ ବାବଦ ଅର୍ଥ ୧୦ ପ୍ରତିଶତରୁ ୧୪ ପ୍ରତିଶତ ବୃଦ୍ଧି ପାଇବ । ଏପ୍ରିଲ ୧, ୨୦୧୯ରୁ ପିଛିଲା ଭାବେ ଏହା ଲାଗୁ ହେବ । ଏହା ଦ୍ୱାରା ୨ ଲକ୍ଷ ୮ ହଜାର ସରକାରୀ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ବର୍ଷକୁ ୩୮୦ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ ସରକାର ।

Comments are closed.