ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀମାନକର ଲାଗି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଏଜ (୧୪ ସେପ୍ଟେମ୍ବର) ମଙ୍ଗଳବାର ଦିନେ ରାଉରକେଲାକେ ଆଇକରି ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀମାନକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ବାଣ୍ଟି କରି କାର୍ଯ୍ୟକ୍ରମକୁ ଶୁଭ ଦେଇଥିଲେ । ଇତାର ସଂଗେ ୫୮୦ କୋଟି ୮୨ ଲକ୍ଷ ଟଙ୍କା ଥୁ ଭିନଭିନ ପ୍ରକଳ୍ପର ଉଦଘାଟନ ଆର ଶୁଭ ଦେଇଥିଲେ ।

ଓଡ଼ିଶା ସରକାରକଁର ଐତିହାସିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗି ରାଏଜର ୯୬.୫ ଲକ୍ଷ କୁଟୁମ୍ ୩.୫ କୋଟିରୁ ଅଧିକ ଲୋକଙ୍କୁ ମିଳିବା ଇ ସ୍ୱାସ୍ଥ୍ୟ ସୁରକ୍ଷା। ‘‘ଚିକିତ୍ସା ଲାଗି ଅର୍ଥ କେବେ ବାଧକ ହେବ ନାହିଁ’’ – ଇଟା ହିଁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପନା ଆଏ ।

ଇ ଯୋଜନାଥୁ ରାଏଜର ସବୁ ହିତାଧିକାରୀ ପରିବାରକେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ମିଳିବା ବଛରକ ୫ ଲାଖ ଆଉ ପରିବାରର ମାଇକିଣା ମାନକର ଲାଗି ଆଉ ୫ ଲାଖ ଟଙ୍କାର ଚିକିତ୍ସା ସହାୟତା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡଧାରୀ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆଉ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଡଧାରୀମାନକୁ ଇ ବିଶେଷ ସୁବିଧା ଦିଆଯାଉଛେ ।

Comments are closed.