ଗୀତା ମହାତ୍ମ୍ୟ: ସଙ୍କରୋ ନରକାୟିବ କୂଳଘ୍ନନଂ କୂଳସ୍ୟ ଚ। ପତନ୍ତି ପିତରୋ ହୟେଷ୍ମ ଲୁପ୍ତପିଣ୍ଡଦକକ୍ରିୟଃ।।

ଗୀତା ମହାତ୍ମ୍ୟ: ସଙ୍କରୋ ନରକାୟିବ କୂଳଘ୍ନନଂ କୂଳସ୍ୟ ଚ। ପତନ୍ତି ପିତରୋ ହୟେଷ୍ମ ଲୁପ୍ତପିଣ୍ଡଦକକ୍ରିୟଃ।।

ଅର୍ଜୁନ କହିଲେ : ହେ କୃଷ୍ଣ ! କୁଳନାଶକାରୀ ମାନଙ୍କୁ ତଥା କୂଳକୁ ନରକ କୁ ନେଇଯିବା ଲାଗି ହିଁ ବର୍ଣ୍ଣସଙ୍କର ଜାତ ହୋଇଥାଏ। ପିଣ୍ଡକ୍ରିୟା ଓ ଜଳଦାନକ୍ରିୟା ଲୁପ୍ତ ହେବାରୁ ପିତୃ ଲୋକମାନେ ଶ୍ରାଦ୍ଧ ଓ ତର୍ପଣ ରୁ ବଞ୍ଚିତ ହୋଇ ଅଧୋଗତି ପ୍ରାପ୍ତ ହୁଅନ୍ତି।

( ଗୀତା ୧ମ ଅ। ୪୨ଶ ଶ୍ଳୋକ )

Comments are closed.