ଚିଟଫଣ୍ଡ ଠକେଇ ମାମଲା : ଆଜିଠୁ ୩ ଦିନିଆ ରିମାଣ୍ଡରେ ଆନ୍ଧ୍ରର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ

ଭୁବନେଶ୍ୱର- ଚିଟଫଣ୍ଡ ଠକେଇ ମାମଲାରେ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଆନ୍ଧ୍ର ପ୍ରଦେଶର ପୂର୍ବତନ ୱାଇଏସଆରସିପି ବିଧାୟକ ଏମ.ଭି ପ୍ରସାଦ । ତାଙ୍କୁ ଜେରା କରିବ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା –ଇଓଡବ୍ଲୁ । ଓପିଆଇଡି କୋର୍ଟ କ୍ରାଇମବ୍ରାଂଚକୁ ତିନିିଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଠକେଇ, ଅର୍ଥ ବିନିଯୋଗ,ଗ୍ଲାମର ଲିଙ୍କର ତଦନ୍ତ ହେବ । ପ୍ରସାଦଙ୍କ ସଂପତ୍ତି , ବ୍ୟାଙ୍କ ଜମା ଓ ଆର୍ଥିକ କାରବାରର ବି ହେବ ଖୋଳତାଡ ।

Comments are closed.