ହୀରାକୁଦରୁ ୧୮ ଗେଟ୍ ଦେଇ ଜଳ ନିଷ୍କାସନ

ଜଳଭଣ୍ଡାରକୁ ପଶୁଛି ପ୍ରାୟ ୩ ଲକ୍ଷ୍ୟ କ୍ୟୁସେକ

ସମ୍ବଲପୁର; ହୀରାକୁଦକୁ ଜଳପ୍ରବେଶର ମାତ୍ରା ବଢିବାରେ ଲାଗିଛି | ବର୍ତ୍ତମାନ ୨ଲକ୍ଷ୍ୟ ୯୨ ହଜାରରୁ ଅଧିକ କ୍ୟୁସେକ ପାଣି ପ୍ରବେଶ କରୁଛି । ଫଳରେ କର୍ତ୍ତୃପକ୍ଷ୍ୟ ଆଉ ୬ଟି ଗେଟ୍ ଖୋଲିଛନ୍ତି | ମୋଟ୍ ୧୮ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି | ସେପଟେ ଜଳସ୍ତର ୬୨୮.୩୩ଫୁଟରେ ପହଞ୍ଚିଲାଣି | ଆଉ ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୪୨.୮୧ ମିମି ବର୍ଷା ରେକର୍ଡ କରାଯାଇଛି |

Comments are closed.