ଗୀତା ମହାତ୍ମ୍ୟ: ଆହୋବତ ମହତପାପମ କର୍ତୁମ ଅବସ୍ଥିତ ବୟମ। ଯଦରାଜ୍ୟସୁଖଲୋଭେନ ହନ୍ତୁ ସ୍ୱଜନମୁଦ୍ୟତଃ।। | News Room Odisha

ଗୀତା ମହାତ୍ମ୍ୟ: ଆହୋବତ ମହତପାପମ କର୍ତୁମ ଅବସ୍ଥିତ ବୟମ। ଯଦରାଜ୍ୟସୁଖଲୋଭେନ ହନ୍ତୁ ସ୍ୱଜନମୁଦ୍ୟତଃ।।

ଗୀତା ମହାତ୍ମ୍ୟ: ଆହୋବତ ମହତପାପମ କର୍ତୁମ ଅବସ୍ଥିତ ବୟମ। ଯଦରାଜ୍ୟସୁଖଲୋଭେନ ହନ୍ତୁ ସ୍ୱଜନମୁଦ୍ୟତଃ।।

ଅର୍ଜୁନ କହିଲେ :  ହାୟ !କି ଦୁଃଖର କଥା ! ଆମ୍ଭେମାନେ ବୁଦ୍ଧିମାନ ହୋଇ ମଧ୍ୟ ମହାପାପ କରିବାକୁ ପ୍ରସ୍ତୁତ ହୋଇ ଯାଇଛୁ। ରାଜ୍ୟ ଓ ସୁଖପ୍ରାପ୍ତି ଲୋଭରେ ଆମେ ନିଜର ଆତ୍ମୀୟ ସ୍ୱଜନ ମାନଙ୍କୁ ମାରିଦେବାକୁ ଉଦ୍ୟତ ହୋଇଯାଇଛୁ।

(  ଗୀତା ୧ମ ଅ। ୪୫ଶ ଶ୍ଳୋକ  )