ଗୀତା ମହାତ୍ମ୍ୟ: ଏବ ମୁକ୍ତାଓର୍ଜୁନଃ ସଂଖେ ରଥୋପସ୍ଥ ଉପାବିଶତ। ବିଶୃଜ୍ୟ ସଶରମ ଚାପମ ଶୋକ ସଂବିଗ୍ନ ମାନସ।।

ଗୀତା ମହାତ୍ମ୍ୟ: ଏବ ମୁକ୍ତାଓର୍ଜୁନଃ ସଂଖେ ରଥୋପସ୍ଥ ଉପାବିଶତ। ବିଶୃଜ୍ୟ ସଶରମ ଚାପମ ଶୋକ ସଂବିଗ୍ନ ମାନସ।।

ସଞ୍ଜୟ କହିଲେ : ରଣଭୂମିରେ ଶୋକରେ ଉଦ ବିଗ୍ନମନା ଅର୍ଜୁନ ଏପରି କହି, ବାଣସହିତ ଧନୁ ତ୍ୟାଗ କରିଦେଇ ରଥର ପଶ୍ଚତ ଭାଗରେ ବସି ପଡିଲେ।।

( ଗୀତା ୧ମ ଅ। ୪୭ଶ ଶ୍ଳୋକ )

Comments are closed.