ଭିଜିଲାନ୍ସ ଜାଲରେ ଥାନା ବାବୁ !

ଖୋର୍ଦ୍ଧା – ଭିଜିଲାନ୍ସ ଜାଲରେ ପଡିଛନ୍ତି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ । କଟକ ଫୁଲନଖରା ଆସୁଥିବା ବେଳେ ଖୋର୍ଦ୍ଧାରେ ୨ ଲକ୍ଷ ୮୦ ହଜାର ଟଙ୍କା ସହ ସୁଶାନ୍ତ ସାହଙ୍କୁୁ ଧରିଥିଲା ଭିଜିଲାନ୍ସ । ଗାଡିରେ ଏତେ ଟଙ୍କା କୁଆଡୁ ଆସିଲା, ସେ ନେଇ ଆଇଆଇସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ସୁଶାନ୍ତଙ୍କ କଟକ ଓ ମୋଟୁ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି ।

Comments are closed.