ମୁଖ୍ୟମନ୍ତ୍ରୀଙ୍କ ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର – ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତିନିଦିନିଆ ଦିଲ୍ଲୀ ଗସ୍ତ ଆରମ୍ଭ ହେଉଛି । ଆସନ୍ତା ୨୬ତାରିଖରେ ମାଓବାଦୀ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବେ ନବୀନ । ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ମଧ୍ୟ ବୈଠକରେ ଯୋଗ ଦେବେ । ୧୦ଟି ମାଓବାଦୀ ପ୍ରଭାବିତ ରାଜ୍ୟମାନଙ୍କର ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ବୈଠକରେ ମାଓ ବିରୋଧୀ ଅଭିଯାନର ସମୀକ୍ଷା କରାଯିବ ।

Comments are closed.