କୋରାପୁଟ – ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇଛନ୍ତି । ଆଜି କୋରାପୁଟରେ ପୋଲିସ ଡିଜିଙ୍କ ଉପସ୍ଥିତିରେ ଦୁଇ କୁଖ୍ୟାତ ମହିଳା ମାଓବାଦୀ ରଞ୍ଜିତା ଓ ଗାଙ୍ଗୀ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀ କାର୍ଯ୍ୟକଳାପରେ ସେମାନେ ବିମୁଖ ବୋଲି କହିଛନ୍ତି । ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆତ୍ମସମର୍ପଣ ଯୋଜନାରେ ସେମାନେ ପ୍ରଭାବିତ ବୋଲି କହିଛନ୍ତି ।
Comments are closed.