ଗୀତା ମହାତ୍ମ୍ୟ: ନୈନଂ ଛିଦ ଶସ୍ତ୍ରାଣି ନୈନଂ ଦହତି ପାବକଃ। ନ ଚୈନଂ କ୍ଲେଦୟନ୍ତ୍ୟପ ନ ଶୋଷୟତି ମାରୁତଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ଙ୍କୁ ରଣାଙ୍ଗନରେ ଏ ଶରୀର ପ୍ରତି ମୋହଯୁକ୍ତ ଦେଖି ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି:-

ନୈନଂ ଛିଦ ଶସ୍ତ୍ରାଣି ନୈନଂ ଦହତି ପାବକଃ। ନ ଚୈନଂ କ୍ଲେଦୟନ୍ତ୍ୟପ ନ ଶୋଷୟତି ମାରୁତଃ।।

ହେ ଅର୍ଜୁନ ! ଏହି ଆତ୍ମାକୁ କୌଣସି ଶସ୍ତ୍ର କାଟିପାରେ ନାହିଁ। ଅଗ୍ନି ଏହାକୁ ଜଳାଇ ପାରେ ନାହିଁ, ଜଳ ଏହାକୁ ମଧ୍ୟ ଆଦ୍ର କରିପାରେ ନାହିଁ ଏବଂ ବାୟୁ ଚାହିଁଲେ ମଧ୍ୟ ଏହାକୁ ଶୁଷ୍କ କିମ୍ବା ଉଡାଇ ନେଇପାରେ ନାହିଁ। ତେଣୁ ତୁମେ ଏ ଶରୀର ପାଇଁ ଶୋକ କରନାହିଁ ……

(ଗୀତା ୨ୟ ଅ। ୨୩ଶ ର୍ଶ୍ଳୋକ )

Comments are closed.