ଗୀତା ମହାତ୍ମ୍ୟ: ଅଛେଦ୍ୟମ ଅଦାହ୍ୟମ ଅକ୍ଳେଦ୍ୟମ ଅଶୋଷ୍ୟ ଏବ ଚ। ନିତ୍ୟହ ସର୍ଵଗତଃ ସ୍ଥାଣୁ ରଚଳ ୟୋମ ସନତାନଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ଙ୍କୁ ରଣାଙ୍ଗନରେ ଏ ଶରୀର ଭିତରେ ଥିବା ଆତ୍ମା ର ସ୍ୱରୂପ ବିଷୟ ରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଅଛେଦ୍ୟମ ଅଦାହ୍ୟମ ଅକ୍ଳେଦ୍ୟମ ଅଶୋଷ୍ୟ ଏବ ଚ। ନିତ୍ୟହ ସର୍ଵଗତଃ ସ୍ଥାଣୁ ରଚଳ ୟୋମ ସନତାନଃ।।

ହେ ଅର୍ଜୁନ ! ଏହି ଆତ୍ମା ଅଛେଦ୍ୟ, ଅଦାହ୍ୟ ଅର୍ଥାତ ଦାହ ହୋଇ ପାରିବ ନାହିଁ, ଅକ୍ଳେଦ୍ୟ ଓ ନିସନ୍ଦେହ ଅଶୋଷ୍ୟ ତଥା ଏହା ହେଉଛି ନିତ୍ୟ, ସର୍ଵଗତ, ସ୍ଥିର, ଅଚଳ ଓ ସନାତନ ଅଟେ। ତେଣୁ ତୁମେ ତୁମେ ସେଥିପାଇଁ ବ୍ୟସ୍ତ ହୁଅ ନାହିଁ

(ଗୀତା ୨ୟ ଅ। ୨୪ଶ ର୍ଶ୍ଳୋକ )

Comments are closed.