ଗୀତା ମହାତ୍ମ୍ୟ: ଅବ୍ୟକ୍ତୟମ ଅଚିନ୍ତ୍ୟୟମ ଵିକାର୍ଯ୍ୟ ଅୟ ମୁଚ୍ୟତେ। ତସ୍ମାଦେବଂ ବିଦିତୈନଂ ନାନୁ ଶୋଚି ତୁମର୍ହସି ।।

ବିଷାଦଗ୍ରସ୍ତ ଅର୍ଜୁନ ଙ୍କୁ ରଣାଙ୍ଗନରେ ଆତ୍ମା ର ବିକାର ଓ ଏହାର ପ୍ରକୃତ ପରିଚୟ ବିଷୟ ରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଅବ୍ୟକ୍ତୟମ ଅଚିନ୍ତ୍ୟୟମ ଵିକାର୍ଯ୍ୟ ଅୟ ମୁଚ୍ୟତେ। ତସ୍ମାଦେବଂ ବିଦିତୈନଂ ନାନୁ ଶୋଚି ତୁମର୍ହସି ।।

ହେ ଅର୍ଜୁନ ! ଏହି ଆତ୍ମା ଅଵ୍ୟକ୍ତ, ଏହା ଅଚିନ୍ତ୍ୟ ଏବଂ ଏହାକୁ ବିକାର ରହିତ କୁହାଯାଏ। ଏଣୁ ଏହି ଆତ୍ମା ଏପରି ବୋଲି ଜାଣି ତୁମେ ଶୋକ କରିବା ଉଚିତ ନୁହେଁ …….……………..

(ଗୀତା ୨ୟ ଅ। ୨୫ଶ ର୍ଶ୍ଳୋକ )

 

Comments are closed.