ପ୍ରଭାବଶାଳୀ ଗବେଷଣା ପାଇଁ ଆରଏମଆରସି ନିର୍ଦ୍ଦେଶିକାଙ୍କୁ ସଂଘମିତ୍ରା ପତିଙ୍କୁ ଜାତୀୟ ସ୍ୱୀକୃତି | News Room Odisha

ପ୍ରଭାବଶାଳୀ ଗବେଷଣା ପାଇଁ ଆରଏମଆରସି ନିର୍ଦ୍ଦେଶିକାଙ୍କୁ ସଂଘମିତ୍ରା ପତିଙ୍କୁ ଜାତୀୟ ସ୍ୱୀକୃତି

ଭୁବନେଶ୍ୱର- ରାଜଧାନୀ ସ୍ଥିତ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କୁ ମିଳିଛି ଜାତୀୟ ସ୍ତରୀୟ ପୁରସ୍କାର । ଦ୍ୱିତୀୟ ପ୍ରଭାବଶାଳୀ ଗବେଷକ ଭାବେ ଜାତୀୟ ସ୍ତରରେ ସ୍ୱୀକୃତ ହୋଇଛନ୍ତି ସଂଘମିତ୍ରା । ସାଧାରଣ ଓ ଅଭ୍ୟନ୍ତରୀଣ ମେଡିସିନ ( ଜେନେରାଲ୍ ଆଣ୍ଡ୍ ଇଂଟରନାଲ୍ ମେଡିସିନ ) କ୍ଷେତ୍ରରେ ଗବେଷଣା ପାଇଁ ଆରଏମଆରସି ନିର୍ଦ୍ଦେଶିକାଙ୍କୁ ଦ୍ୱିତୀୟ ର‌୍ୟାଙ୍କ ମିଳିଛି । ଆଇସିଏମଆର ଗବେଷକ ଭାବେ ସଂଘମିତ୍ରା ପ୍ରଥମ ର‌୍ୟାଙ୍କ୍ ମିଳିଛି ।