ଗୀତା ମାହାତ୍ମ୍ୟ: ସୁଖଦୁଃଖ ସମେ କୃତ୍ବା ଲାଭାଲାଭୌ ଜୟାଜୟୌ ତତୋ ଯୁଦ୍ଧାୟ ଜୁଜସ୍ଵ ନୈଵଂ ପାପମବାପସ୍ୟସି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ପାପରେ ଭାଗି ନହେବା ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ସୁଖଦୁଃଖ ସମେ କୃତ୍ବା ଲାଭାଲାଭୌ ଜୟାଜୟୌ ତତୋ ଯୁଦ୍ଧାୟ ଜୁଜସ୍ଵ ନୈଵଂ ପାପମବାପସ୍ୟସି।।

ହେ ଅର୍ଜୁନ ! ଜୟ ପରାଜୟ, ଲାଭକ୍ଷତି ଓ ସୁଖଦୁଃଖକୁ ସମାନ ମନେକରି, ତାହାପରେ ତୁମେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଯାଅ। ଏହିପରି ଯୁଦ୍ଧ କଲେ ତୁମେ ପାପରେ ଭାଗି ହେବନାହିଁ।

(ଗୀତା ୨ୟ ଅ। ୩୮ଶ ର୍ଶ୍ଳୋକ )

Comments are closed.