କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଓଡିଶା ଗସ୍ତକୁ କଂଗ୍ରେସର ବିରୋଧ, କାର୍‌କୁ ଅଣ୍ଡା ଓ କାଳିମାଡ

ଭୁବନେଶ୍ୱର- ଉତ୍ତର ପ୍ରଦେଶର ଲକ୍ଷମୀପୁର ଖେରି ଘଟଣାରେ ବିବାଦୀୟ ହୋଇପଡିଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଓଡିଶା ଗସ୍ତକୁ ବିରୋଧ କରିଛି କଂଗ୍ରେସ । ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କାର୍ ଉପରକୁ ଅଣ୍ଡା ଓ କାଳିମାଡ କରିଛନ୍ତି କଂଗ୍ରେସ କର୍ମୀ । ତାଙ୍କୁ କଳା ପତାକା ଦେଖାଇଛନ୍ତି । ମନ୍ତ୍ରୀଙ୍କୁ ବିରୋଧ କରି ଧାରଣା ଦେଇଥିବା କଂଗ୍ରେସକର୍ମୀଙ୍କୁ ଅଟକ ରଖିଥିଲା ପୋଲିସ ।

Comments are closed.