ପୁରୀ- ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧୯୦ ଦଶମିକ ୨୬ କୋଟି ଟଙ୍କାର ବଜେଟ୍ ଅନୁମୋଦନ ହୋଇଛି । ଖଣିରୁ ୧ କୋଟି, ବ୍ୟାଙ୍କ ସୁଧରୁ ୩୬ କୋଟି ଓ ହୁଣ୍ଡିରୁ ୬ କୋଟି ଆୟ ହୋଇଛି । ଖଣିରୁ ପଥର ଆମଦାନୀ ପାଇଁ ଓଏମସି ସହ ଚୁକ୍ତି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ମନ୍ଦିର ପରିସରରେ ଥିବା ସୂର୍ଯ୍ୟ ମନ୍ଦିର ଦ୍ୱାରର ରୂପା ଛାଉଣୀ ପାଇଁ ମଧ୍ୟ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।
Comments are closed.