ଜମି ଦଲାଲ ପର୍ଶୁରାମ କାଣ୍ଡି ଉତ୍ତର ପ୍ରଦେଶରୁ ଗିରଫ, ଟ୍ରାଞ୍ଜିଟ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ

ଭୁବନେଶ୍ୱର- ଘର ଜମି ଦେବାକୁ କହି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଦଲାଲ ପର୍ଶୁରାମ କାଣ୍ଡି ଉତ୍ତର ପ୍ରଦେଶରୁ ଗିରଫ ହୋଇଛି । ତାକୁ ଟ୍ରାଂଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣୁଛି କମିଶନରେଟ ପୋଲିସ । ୨୦୧୫ରେ ଲୋକଙ୍କୁ ଜମି ଦେବା ନାଁରେ ଠକି ପରିବାର ସହ ଉତ୍ତର ପ୍ରଦେଶ ଚାଲିଯାଇଥିଲା ପର୍ଶୁରାମ । ତାର ଗିରଫଦାରୀ ନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Comments are closed.