ଗୀତା ମାହାତ୍ମ୍ୟ: ତାନି ସର୍ବାଣୀ ସଂଯମ୍ୟ ଯୁକ୍ତ ଆସିତ ମତ୍ପର। ବଶେ ହି ଯସ୍ୱଇନ୍ଦ୍ରୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ତାନି ସର୍ବାଣୀ ସଂଯମ୍ୟ ଯୁକ୍ତ ଆସିତ ମତ୍ପର।
ବଶେ ହି ଯସ୍ୱଇନ୍ଦ୍ରୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା।।

ହେ ଅର୍ଜୁନ ! ସାଧକମାନଙ୍କ ପକ୍ଷରେ ଏହା ଆବଶ୍ୟକ ଯେ, ତାକୁ ସକଳ ଇନ୍ଦ୍ରିୟ ବଶକରି, ସମାହିତ ଚିତ୍ତ ହୋଇ, ମୋର ପରାୟଣ ହୋଇ ଧ୍ୟାନରେ ବସିବାକୁ ପଡିବ; କାରଣ ଯେଉଁ ପୁରୁଷ ଙ୍କ ଇନ୍ଦ୍ରିୟ ମାନେ ବଶୀଭୂତ ହୋଇଥାନ୍ତି, ତାଙ୍କର ବୁଦ୍ଧି ସ୍ଥିର ହୋଇଥାଏ।

(ଗୀତା ୨ୟ ଅ। ୬୧ଶ ର୍ଶ୍ଳୋକ )

Comments are closed.