ଦୁର୍ନୀତି ବିରୋଧରେ ଶୂନ ସହିଷ୍ଣୁତା, ଆଉ ଜଣେ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଜାରି ରହିଛି ଦୁର୍ନୀତି ବିରୋଧୀ ଅଭିଯାନ । ଦୁର୍ନୀତି ଓ ଅପାରଗତା ଯୋଗୁଁ ଆଉ ଜଣେ ଅଫିସରଙ୍କୁ ବିଦା କରାଯାଇଛି । ବାଲେଶ୍ୱର ଆରଟିଓ ଶାଖାର ପୂର୍ବତନ ରିଜିଓନାଲ ମ୍ୟାନେଜର ନରୋତ୍ତମ ବେହେରାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗତା ଯୋଗୁଁ ଏ ଯାଏଁ ୧୩୨ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Comments are closed.