ଗୀତା ମାହାତ୍ମ୍ୟ: ପ୍ରସାଦେ ସର୍ଵଦୁଖାନାଂ ହାନିରସ୍ୟଉପଜାୟତେ। ପ୍ରସନ୍ନଚେତସୋ ହ୍ୟାଶୁ ବୁଦ୍ଧି ପର୍ଯ୍ୟବତିଷ୍ଠତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ପ୍ରସାଦେ ସର୍ଵଦୁଖାନାଂ ହାନିରସ୍ୟଉପଜାୟତେ।
ପ୍ରସନ୍ନଚେତସୋ ହ୍ୟାଶୁ ବୁଦ୍ଧି ପର୍ଯ୍ୟବତିଷ୍ଠତେ।।

ହେ ଅର୍ଜୁନ ! ଅନ୍ତଃକରଣର ପ୍ରସନ୍ନତା ଆସିବା ଫଳରେ ତାଙ୍କର ସମସ୍ତ ଦୁଃଖ ବିନାଶ ହୋଇଯାଏ ଏବଂ ସେହି ପସନ୍ନଚିତ୍ତ କର୍ମଯୋଗୀଙ୍କର ବୁଦ୍ଧି ଶୀଘ୍ର ହିଁ ସକଳ ଦିଗରୁ ଅପସରି ଆସି ଏକ ପରମାତ୍ମା ଙ୍କ ଠାରେ ଭଲ ଭାବରେ ସ୍ଥିର ହୋଇଯାଏ।
(ଗୀତା ୨ୟ ଅ। ୬୫ଶ ର୍ଶ୍ଳୋକ )

Comments are closed.