ପ୍ରଥମାଷ୍ଟମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର- ଆଜି ପବିତ୍ର ପ୍ରଥମାଷ୍ଟମୀ ସାରା ରାଜ୍ୟରେ ପାରମ୍ପରିକ ଭାବେ ପାଳନ କରାଯାଉଛି । ପ୍ରଥମାଷ୍ଟମୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରର ଜ୍ୟେଷ୍ଠ ସନ୍ତାନମାନଙ୍କୁ ପୂଜା କରିବାର ପରମ୍ପରା ଆମ ସଂସ୍କୃତିକ ଅନନ୍ୟ ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳମୟ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.