ଗୀତା ମାହାତ୍ମ୍ୟ: ଜ୍ୟାୟସୀ ଚେତ କର୍ମଣସ୍ତେ ମତା ବୁଦ୍ଧିର୍ଜନାର୍ଦନ। ତତକିଂ କର୍ମଣିଘୋରେ ମାଂ ନିୟୋଜୟସି କେଶବ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଶ୍ରୀକୃଷ୍ଣଙ୍କୁ ଜ୍ଞାନ ଅପେକ୍ଷା କର୍ମରେ ପ୍ରବୃତ୍ତ ହେବା ପାଇଁ କାହିଁକି କହୁଛନ୍ତି ବୋଲି ପ୍ରଶ୍ନକରି ପଚାରୁଛନ୍ତୁ : –

ଜ୍ୟାୟସୀ ଚେତ କର୍ମଣସ୍ତେ ମତା ବୁଦ୍ଧିର୍ଜନାର୍ଦନ। ତତକିଂ କର୍ମଣିଘୋରେ ମାଂ ନିୟୋଜୟସି କେଶବ

ହେ ଜନାର୍ଦ୍ଦନ ! ଯଦି ଆପଣଙ୍କ ମତରେ କର୍ମ ଅପେକ୍ଷା ଜ୍ଞାନ ଶ୍ରେଷ୍ଠ, ତେବେ ହେ କେଶବ! ମୋତେ କାହିଁକି ଭୟଙ୍କର କର୍ମରେ ଲଗାଉଛନ୍ତି ?

( ଇତି ଗୀତା ୩ୟ ଅ। ୧ମ ର୍ଶ୍ଳୋକ )

Comments are closed.