ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ଦେଖି ପୂର୍ବତଟ ରେଳପଥ ପକ୍ଷରୁ ୯୫ଟି ଟ୍ରେନ ବାତିଲ କରାଯାଇଛି । ଡିସେମ୍ବର ୨, ୩ ଓ ୪ ତାରିଖରେ ଚଳାଚଳ କରିବାକୁ ଥିବା ଟ୍ରେନ୍ ବାତିଲ ହୋଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ବାତିଲ ଟ୍ରେନ ମଧ୍ୟରୁ ଅଧିକାଂଶ ମେଲ୍ ଓ ଏକ୍ସପ୍ରେସ ।
Recover your password.
A password will be e-mailed to you.
Comments are closed.