ଗୀତା ମାହାତ୍ମ୍ୟ: ନ କର୍ମଣା ମନାରମ୍ଭା ନୈଷ୍କର୍ମମ ପୁରୁଷୋହଷ୍ଣୁତେ । ନ ଚ ସନ୍ୟାସନା ଦେବ ସିଦ୍ଧିମ ସମଧିଗଛତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ନ କର୍ମଣା ମନାରମ୍ଭା
ନୈଷ୍କର୍ମମ ପୁରୁଷୋହଷ୍ଣୁତେ ।
ନ ଚ ସନ୍ୟାସନା ଦେବ
ସିଦ୍ଧିମ ସମଧିଗଛତି।।

ହେ ଅର୍ଜୁନ ! ମନୁଷ୍ୟ କର୍ମାଚରଣ ନ କରି ନିଷ୍କର୍ଷତା ବା ଯୋଗନିଷ୍ଠ ପାଇପାରେ ନାହିଁ, କି କେବଳ କର୍ମ ତ୍ୟାଗ କରିଦେଇ ସିଦ୍ଧି ଅର୍ଥାତ ସାଂଖ୍ୟନିଷ୍ଠା ପାଇପାରେ ନାହିଁ।

( ଇତି ଗୀତା ୩ୟ ଅ। ୪ର୍ଥ ଶ୍ଲୋକ )

Comments are closed.