ଗୀତା ମାହାତ୍ମ୍ୟ: ନୈବ ତସ୍ୟ କୃତେନାର୍ଥେ ନାକୃତେନେହ କଶ୍ଚନ। ନ ଚାସ୍ୟ ସର୍ଵଭୂତେଷୁ କଶ୍ଚିଦର୍ଥବ୍ୟପାଶ୍ରୟଃ।। | News Room Odisha

ଗୀତା ମାହାତ୍ମ୍ୟ: ନୈବ ତସ୍ୟ କୃତେନାର୍ଥେ ନାକୃତେନେହ କଶ୍ଚନ। ନ ଚାସ୍ୟ ସର୍ଵଭୂତେଷୁ କଶ୍ଚିଦର୍ଥବ୍ୟପାଶ୍ରୟଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ନୈବ ତସ୍ୟ କୃତେନାର୍ଥେ ନାକୃତେନେହ କଶ୍ଚନ। ନ ଚାସ୍ୟ ସର୍ଵଭୂତେଷୁ କଶ୍ଚିଦର୍ଥବ୍ୟପାଶ୍ରୟଃ।।

ହେ ଅର୍ଜୁନ ! ସେହି ମହାପୁରୁଷଙ୍କର ଏହି ବିଶ୍ୱରେ କର୍ମ କରିବାରେ କୌଣସି ପ୍ରୟୋଜନ ରହେ ନାହିଁ କିମ୍ବା କର୍ମ ନ କରିବାରେ କୌଣସି ପ୍ରୟୋଜନ ରହେ ନାହିଁ, ତଥା କୌଣସି ପ୍ରାଣୀ ସହିତ ମଧ୍ୟ ତାଙ୍କର କିଛି ବି ସ୍ୱାର୍ଥସମ୍ବନ୍ଧ ରାହେନାହିଁ।

( ଗୀତା ୩ୟ ଅ। ୧୮ଶ ଶ୍ଲୋକ )