ଭୁବନେଶ୍ୱର- ଭୁବନେଶ୍ୱରରେ ଚାଲିଥିବା ଚତୁର୍ଥ ଜାତୀୟ ସିନିଅର ପାରା ବ୍ୟାଡମିଂଟନ ଚାମ୍ପିଅନସିପର ମହିଳା ଏସଏଲ-୩ ବର୍ଗରେ ପାରୁଲ ଡି ପରମାର ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଆଜି ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଖେଳାଳି ପାରୁଲ୍ ମନଦୀପ କୌରଙ୍କୁ ହରାଇଥିଲେ ।
Recover your password.
A password will be e-mailed to you.
Comments are closed.