ବ୍ରହ୍ମପୁର ଏସପି କୋରୋନା ପଜିଟିଭ FeaturedOdiaଓଡ଼ିଶା By Newsroom Odisha Network On Jan 9, 2022 Share ବ୍ରହ୍ମପୁର – ବ୍ରହ୍ମପୁର ଏସପି ପିନାକ ମିଶ୍ର କୋରୋନା ସଂକ୍ରମିତ ହୋଇଛନ୍ତି । କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଟ୍ୱିଟର ଜରିଆରେ ସେ ସୂଚନା ଦେଇଛନ୍ତି । ଗତ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କୋଭିଡ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଏସପି । Berhampur SP Pinak MishraTested positive for Covid-19. Share FacebookTwitterGoogle+WhatsAppEmailPinterestReddIt
Comments are closed.